Back to Odia Books  Odia Books
ଶ୍ରୀଚୈତନ୍ୟ ଚରିତାମୃତ ଭାଗ ୯
Share

ଶ୍ରୀଚୈତନ୍ୟ ଚରିତାମୃତ ଭାଗ ୯ ( Sri Caitanya Caritamrta -Bhaga-9 (Odia) )

Author: His Divine Grace A.C.Bhaktivedanta Swami Prabhupada

$ 24.29
Quantity Decrease Icon Quantity Increase Icon
Location Icon Check

Summary

ଶ୍ରୀଚୈତନ୍ୟ ଚରିତାମୃତ ହେଉଛି ଶ୍ରୀକୃଷ୍ଣ ଚୈତନ୍ୟଙ୍କର ଜୀବନୀ ଏବଂ ଶିକ୍ଷା ସମ୍ୱନ୍ଧୀୟ ଶ୍ରେଷ୍ଠ ପ୍ରାମାଣିକ ଗ୍ରନ୍ଥ ।
ସେ ଥିଲେ ଷୋଡ଼ଶ ଶତାବ୍ଦୀରେ ଭାରତର ଆଧ୍ୟାତ୍ମିକ ଆନ୍ଦୋଳନର ପ୍ରମୁଖ ପୁରୋଧା, ମହାପ୍ରାଜ୍ଞ୍ୟ, ସଂସାର ବୈରାଗୀ, ଆଧ୍ୟାତ୍ମିକ ଗୁରୁ ଓ ରହସ୍ୟମୟ ଦିବ୍ୟ ଅବତାର ପୁରୁଷ । ତାଙ୍କର ସମୁଚ୍ଚ ଦାର୍ଶନିକ ତତ୍ତ୍ୱ ଓ ବ୍ରହ୍ମତତ୍ତ୍ୱ ସମ୍ୱଳିତ ଉପଦେଶାବଳୀ ଆଜି ପର୍ଯ୍ୟନ୍ତ ଅଗଣିତ ଦାର୍ଶନିକ ଓ ଆଧ୍ୟାତ୍ମିକ ଚିନ୍ତାଶୀଳ ବ୍ୟକ୍ତିଙ୍କୁ ପ୍ରଭାବିତ କରିଆସୁଛି।
ତାଙ୍କର କୃପାପାତ୍ର, ଲବ୍ଧ ପ୍ରତିଷ୍ଠା ଜ୍ଞାନୀ, ଗୁରୁ ଏବଂ ଭାରତୀୟ ସଂସ୍କୃତି ଓ ପରମ୍ପରାର ପ୍ରଶିକ୍ଷକ ଶ୍ରୀ ଏ.ସି. ଭକ୍ତିବେଦାନ୍ତ ପ୍ରଭୁପାଦଙ୍କ (ଚିତ୍ରପଟ୍ଟ ଉପରେ ପ୍ରଦର୍ଶିତ) ଦ୍ଵାରା ଏହା ଟୀକା ସହ ବଙ୍ଗୀୟ ଭାଷାର ମୂଳଗ୍ରନ୍ଥରୁ ଅନୁବାଦିତ ହୋଇଅଛି । ସେ ଯେଉଁ ଶ୍ରୀମଦ୍ ଭଗବତ ଗୀତା ରଚନା କରିଛନ୍ତି ତାହା ବହୁଜନ ସମାଦୃତ ହୋଇପାରିଛି ।
ଶ୍ରୀଚୈତନ୍ୟ ଚରିତାମୃତ ର ଏହି ଅନୁବାଦ ସମସାମୟିକ ବ୍ୟକ୍ତିମାନଙ୍କର ବୌଦ୍ଧିକ, ସାଂସ୍କୃତିକ ଓ ଆଧ୍ୟାତ୍ମିକ ଜୀବନ ପାଇଁ ଏକ ଗୁରୁପୂର୍ଣ୍ଣ ଭୂମିକା ଗ୍ରହଣ କରେ ।


Product Details

  • No Of Pages: 6202
  • Author: His Divine Grace A.C.Bhaktivedanta Swami Prabhupada
  • Language: Odia
  • ISBN Code: 978-93-85986-59-8
  • Product Size: 24 x 32 x 19 (cms)
  • Weight: 8.2 (Kgs)

Copyright © 1972, 2022, 2026 BHAKTIVEDANTA BOOK TRUST (E 5032). All rights reserved.
All content, books, digital media, website design, and software are owned by Bhaktivedanta Book Trust.