Back to Odia Books  Odia Books
ହରେକୃଷ୍ଣ ଆନ୍ଦୋଳନ-ପଥଭ୍ରମିତ ସଭ୍ୟତାର ନବଜାଗରଣ
Share

ହରେକୃଷ୍ଣ ଆନ୍ଦୋଳନ-ପଥଭ୍ରମିତ ସଭ୍ୟତାର ନବଜାଗରଣ ( Hare Krishna Andolan-Pathabhramita Sabhyatara Nabajagarana (Odia) )

Author: His Divine Grace A.C.Bhaktivedanta Swami Prabhupada

$ 0.33
Quantity Decrease Icon Quantity Increase Icon
Location Icon Check

Summary

ଏହି ଗ୍ରନ୍ଥଟି ଇସ୍କନ୍‍ର ପ୍ରତିଷ୍ଠାତା ଶ୍ରୀଳ ପ୍ରଭୁପାଦଙ୍କ ସଙ୍ଗେ କଥୋପକଥନ ଆକାରରେ ରଚିତ ପ୍ରବନ୍ଧ ଠାରୁ ସଂକଳନ କରା ହୋଇଛି। ଶ୍ରୀଳ ପ୍ରଭୁପାଦ ଏହି ଗ୍ରନ୍ଥଟିକୁ ବୈଦିକ ଦୃଷ୍ଟିଭଙ୍ଗୀରେ ପରିପ୍ରେକ୍ଷିତ ବିଭିନ୍ନ ବିଷୟରେ ଆଲୋଚନା କରିଛନ୍ତି — ଯେପରି ପୁନର୍ଜନ୍ମ, ଅନିୟନ୍ତ୍ରିତ ଯୌନତା, ଗୋ-ହତ୍ୟା, ଆମିଷ ଭୋଜନ, ଆମର ଉପସ୍ଥିତିର ପ୍ରମାଣ, ସାମାଜିକ ସଂସ୍କାର ଏବଂ ବୈଜ୍ଞାନିକ ପ୍ରଗତି ଇତ୍ୟାଦି। ଶ୍ରୀଳ ପ୍ରଭୁପାଦଙ୍କର ଶିକ୍ଷା ଓ ତାଙ୍କର ଜୀବନ ଏହା ପ୍ରଦର୍ଶନ କରେ ଯେ ପ୍ରାଚୀନ ବେଦ ସନ୍ଦେଶ କୌଣସି ପ୍ରକାର ପୁରାତନ ହୋଇଯାଏ ନାହିଁ, କିନ୍ତୁ ଆଧୁନିକ ଯୁଗରେ ସମସ୍ତ ଲୋକଙ୍କ ପାଇଁ ଅନୁକୂଳ ଅଟେ।


Product Details

  • No Of Pages: 168
  • Author: His Divine Grace A.C.Bhaktivedanta Swami Prabhupada
  • Language: Odia
  • ISBN Code:
  • Product Size: 18 x 12 x 1.1 (cms)
  • Weight: 0.112 (Kgs)

Copyright © 1972, 2022, 2026 BHAKTIVEDANTA BOOK TRUST (E 5032). All rights reserved.
All content, books, digital media, website design, and software are owned by Bhaktivedanta Book Trust.