Back to Odia Books  Odia Books
ରସରାଜ ଶ୍ରୀକୃଷ୍ଣ
Share

ରସରାଜ ଶ୍ରୀକୃଷ୍ଣ ( Rosaraja Srikrishna (Odia) )

Author: His Divine Grace A.C.Bhaktivedanta Swami Prabhupada

$0.20
Quantity Decrease Icon Quantity Increase Icon
Location Icon Check
Out of Stock

Summary

ସମସ୍ତେ ସୁଖ ଚାହାନ୍ତି; କିନ୍ତୁ ଶ୍ରୀକୃଷ୍ଣଙ୍କ ସହ ଜଡ଼ିତ ହୋଇ ଜଣେ ଯେଉଁ ଆନନ୍ଦ ଆହରଣ କରେ ତା’ ନିକଟରେ ଆଉ ସବୁକିଛି ମଳିନ ପଡ଼ିଯାଏ। ଯଦି ଆମେ କେବଳ ତାଙ୍କରି ଆଡ଼କୁ ମୁଖ ଫେରାଉ ତା’ହେଲେ ଶେଷରେ ଆମେ ଯେତେସବୁ ସୁଖ ପଛରେ ଧାଇଁବାରେ ଲାଗିଛୁ ସେସବୁ ପାଇପାରିବୁ। ଶ୍ରୀକୃଷ୍ଣଙ୍କ ବିମୋହନମୟ ବ୍ୟକ୍ତିତ୍ୱ ଓ କାର୍ଯ୍ୟକଳାପ ବିଷୟରେ ଜ୍ଞାନ ଲାଭ କର ଏବଂ ଆନନ୍ଦର ଅସୀମ ଭଣ୍ଡାର ଭିତରେ ନିମଜ୍ଜିତ ହୁଅ ।


Product Details

  • No Of Pages: 40
  • Author: His Divine Grace A.C.Bhaktivedanta Swami Prabhupada
  • Language: Odia
  • ISBN Code: 978-81-951467-5-8
  • Product Size: 18 x 12 x 0.2 (cms)
  • Weight: 0.034 (Kgs)

Copyright © 1972, 2022, 2026 BHAKTIVEDANTA BOOK TRUST (E 5032). All rights reserved.
All content, books, digital media, website design, and software are owned by Bhaktivedanta Book Trust.