Back to Odia Books  Odia Books
କୃଷ୍ଣଭାବନାମୃତ ପ୍ରାପ୍ତି
Share

କୃଷ୍ଣଭାବନାମୃତ ପ୍ରାପ୍ତି ( Krushna Bhavanamruta Prapti )

Author: His Divine Grace A. C. Bhaktivedanta Swami Prabhupada

$ 0.37 Only 10 left
Quantity Decrease Icon Quantity Increase Icon
Location Icon Check

Summary

ଆଧ୍ୟାତ୍ମିକ ଉନ୍ନତି ହେଉଛି ଆମର ମୂଳ ଭଗବଦ୍ ଚେତନାର ପୁନର୍ଜାଗରଣ। ବିଶ୍ୱ ବିଖ୍ୟାତ୍ ବୈଦିକ ପ୍ରାମାଣିକ ଅଧିକାରୀ, ଶ୍ରୀଳ ପ୍ରଭୁପାଦ ଏହି ଜଗତର ସତ୍ୟତାକୁ ଉପଲବ୍ଧି କରି ଭଗବାନ୍ କୃଷ୍ଣଙ୍କ ଅଭିମୁଖେ ଉଚ୍ଚତମ ମାର୍ଗ ଅନୁସରଣ କରିବାକୁ ଆମକୁ ଆହ୍ୱାନ ଦେଇଛନ୍ତି। ମାୟାର ଅନ୍ଧକାରରୁ ନିବୃତ୍ତ ହୋଇ ନିଜକୁ ଉଚ୍ଚସ୍ତରକୁ ନେବା ସମ୍ପୂର୍ଣ୍ଣଭାବେ ଆମ ନିଜ ଉପରେ ନିର୍ଭର କରୁଛି। ଏହି ପୁସ୍ତକ ଉଲ୍ଲିଖିତ କୃଷ୍ଣଚେତନାର ସହଜ ତଥା ବ୍ୟବହାରିକ ପ୍ରକ୍ରିୟାର ଅନୁସରଣ କରି ଆମେ ଏକ ଅନନ୍ତ ସୁଖ ଓ ଆନନ୍ଦମୟ ଜୀବନ ପ୍ରାପ୍ତ ହୋଇପାରିବା।


Product Details

  • No Of Pages: 98
  • Author: His Divine Grace A. C. Bhaktivedanta Swami Prabhupada
  • Language: Odia
  • ISBN Code: 978-81-980395-5-2
  • Product Size: 18 x 12 x 0.5 (cms)
  • Weight: 0.078 (Kgs)

Copyright © 1972, 2022, 2026 BHAKTIVEDANTA BOOK TRUST (E 5032). All rights reserved.
All content, books, digital media, website design, and software are owned by Bhaktivedanta Book Trust.