Back to Odia Language Pack Odia Language Pack
Meditation and Mindfulness Loading Icon - Person Seated in Lotus Pose
Thumbnail Image of ଶ୍ରୀ ଉପଦେଶାମୃତ - ଶ୍ରୀ ରୂପଗୋସ୍ୱାମୀ ବିରଚିତ

ଶ୍ରୀ ଉପଦେଶାମୃତ - ଶ୍ରୀ ରୂପଗୋସ୍ୱାମୀ ବିରଚିତ (Shree Upadeshamruta)

Author: କୃଷ୍ଣକୃପା ଶ୍ରୀମୂର୍ତ୍ତି ଶ୍ରୀ ଶ୍ରୀମଦ୍ ଏ .ସି. ଭକ୍ତିବେଦାନ୍ତ ସ୍ୱାମୀ ପ୍ରଭୁପାଦ

Description

ଆଧ୍ୟାତ୍ମିକ ଜୀବନର ପ୍ରାରମ୍ଭିକ ସ୍ତରରୁ ଆରମ୍ଭ କରି ଭଗବଦ୍‍‌ପ୍ରେମର ସର୍ବୋଚ୍ଚ ଅମୃତମୟ ରସ ପର୍ଯ୍ୟନ୍ତ ଏହି ପୁସ୍ତକଟି ପାଠକବୃନ୍ଦଙ୍କୁ ଭକ୍ତିମାର୍ଗରେ ଅଗ୍ରସର କରାଏ। ଉପଦେଶ ସେତେବେଳେ ଯାଇ ଅମୃତମୟ ହୁଏ, ଯେତେବେଳେ ତାହା ହୃଦୟକୁ ତରଳାଇ ଦିଏ,ମାର୍ଗକୁ ଆଲୋକିତ କରାଏ ଏବଂ ନେତ୍ରରେ ଭଗବଦ୍ ପ୍ରେମର ଅଶ୍ରୁ ଆଣିଦିଏ। ଏହି ଅମୃତକୁ ଆପଣଙ୍କ ଜୀବନକୁ ପରିତୃପ୍ତ କରିବାକୁ ଦିଅନ୍ତୁ। ଏହି ଏଗାରଟି ଶ୍ଳୋକ ସାରଭୁତ ଉପଦେଶ ଦିଅନ୍ତି ଯେ, ନିଜର ହୃଦୟକୁ କିପରି ଶୁଦ୍ଧ କରିବା ତଥା ତାହାକୁ କିପରି ଶ୍ରୀକୃଷ୍ଣଙ୍କ ପ୍ରେମମୟ ଭକ୍ତି ପାଇଁ ପ୍ରସ୍ତୁତ କରିବା ଉଚିତ୍ ।

Sample Audio

Copyright © 1972, 2022, 2026 BHAKTIVEDANTA BOOK TRUST (E 5032). All rights reserved.
All content, books, digital media, website design, and software are owned by Bhaktivedanta Book Trust.