Back to Odia Language Pack Odia Language Pack
Meditation and Mindfulness Loading Icon - Person Seated in Lotus Pose
Thumbnail Image of ଜନ୍ମମୃତ୍ୟୁର  ପରପାରେ

ଜନ୍ମମୃତ୍ୟୁର ପରପାରେ (Janma Mrutyura Parapare)

Author: କୃଷ୍ଣକୃପା ଶ୍ରୀମୂର୍ତ୍ତି ଶ୍ରୀ ଶ୍ରୀମଦ୍ ଏ .ସି. ଭକ୍ତିବେଦାନ୍ତ ସ୍ୱାମୀ ପ୍ରଭୁପାଦ

Description

ମୃତ୍ୟୁ ପରେ କ’ଣ ଜୀବନ ଅଛି? ବ୍ରହ୍ମାଣ୍ଡର ସୀମା ଅତିକ୍ରମ କରିବା ପରେ ଆତ୍ମାର ଗତିବିଧି ସମ୍ୱନ୍ଧେ ଅବଗତ ହୁଏ। ଭାରତବର୍ଷର ବୈଦିକ ତତ୍ତ୍ୱଜ୍ଞାନର ପଥିକୃତରୂପରେ ସର୍ବାଧିକ ଖ୍ୟାତିସଂପନ୍ନ ଶ୍ରୀଳ ପ୍ରଭୁପାଦ ଆତ୍ମା ଦେହତ୍ୟାଗ ପରେ ଅବିଶ୍ୱାସ ଯାତ୍ରା ସମ୍ୱନ୍ଧରେ ଏକ ବିସ୍ମୟକର ପ୍ରମାଣ ଉପସ୍ଥାପିତ କରିଛନ୍ତି-କିପରି ଆତ୍ମା ଗୋଟିଏ ଦେହରୁ ଅନ୍ୟ ଦେହକୁ ଗମନାଗମନ କରେ, ଏବଂ ଅନ୍ତିମ ଧାମରେ ପ୍ରବେଶପୂର୍ବକ କିପରି ଆମର ଜନ୍ମ-ମୃତ୍ୟୁର ଚକ୍ର ଠାରୁ ମୁକ୍ତ ହୋଇ ପାରେ।

Sample Audio

Copyright © 1972, 2022, 2026 BHAKTIVEDANTA BOOK TRUST (E 5032). All rights reserved.
All content, books, digital media, website design, and software are owned by Bhaktivedanta Book Trust.