Back to Odia Language Pack Odia Language Pack
Meditation and Mindfulness Loading Icon - Person Seated in Lotus Pose
Thumbnail Image of ଆଧ୍ୟାତ୍ମିକ ଯୋଗ

ଆଧ୍ୟାତ୍ମିକ ଯୋଗ (Aadhyatmika Yoga )

Author: କୃଷ୍ଣକୃପା ଶ୍ରୀମୂର୍ତ୍ତି ଶ୍ରୀ ଶ୍ରୀମଦ୍ ଏ .ସି. ଭକ୍ତିବେଦାନ୍ତ ସ୍ୱାମୀ ପ୍ରଭୁପାଦ

Description

ଯୋଗର ପ୍ରମାଣ ଆଧାରରେ ଯଦି ତୁମେ ହିମାଳୟର କୌଣସି ଏକ ଗୁମ୍ଫାରୁ ମୁକୁଳି ଦିବ୍ୟତା ଆଡ଼କୁ ଗମନ କରିବାକୁ ଚିନ୍ତାକରିବ, ତା’ହେଲେ ପୁନର୍ବାର ଚିନ୍ତା କରନ୍ତୁ। ବିଂଶ ଶତାବ୍ଦୀର ମହାନ୍ ଦାର୍ଶନିକ ଶ୍ରୀଳ ପ୍ରଭୁପାଦ, ଆଧ୍ୟାତ୍ମିକ ଯୋଗ ମାଧ୍ୟମରେ ଯୋଗର ଅର୍ଥକୁ ତା’ର ପାରମ୍ପରିକ ମୁଦ୍ରା ଏବଂ ଶ୍ୱାସକ୍ରିୟାର କୌଶଳଠାରୁ ଅନେକ ଅଧିକ ପରିବ୍ୟାପ୍ତ କରିଛନ୍ତି, ଏବଂ ଭକ୍ତି-ଯୋଗ (ଭଗବାନଙ୍କ ଉଦ୍ଦେଶ୍ୟରେ ଭକ୍ତି) ମାଧ୍ୟମରେ କିମ୍ୱା କୃଷ୍ଣଚେତନାର ବିକାଶଦ୍ୱାରା କିପରି ଚିରନ୍ତନ କ୍ରମବର୍ଦ୍ଧନଶୀଳ ଦିବ୍ୟ ଆନନ୍ଦର ସ୍ଥିତିଲାଭ କରିବାକୁ ହୁଏ ସେହି ଜ୍ଞାନକୁ ବହୁବର୍ଷ ପୂର୍ବେ ଭାରତରେ ଋଷଭଦେବ ନାମକ ଜଣେ ଦିବ୍ୟ ଆତ୍ମଜ୍ଞାନୀ ରାଜା ନିଜ ସନ୍ତାନଗଣଙ୍କ ଉଦ୍ଦେଶ୍ୟରେ ପ୍ରଦାନ କରିଥିବା ଉପଦେଶ ପ୍ରସଙ୍ଗ ମାଧ୍ୟମରେ ଆମ୍ଭମାନଙ୍କୁ ପ୍ରଦାନ କରିଛନ୍ତି।

Sample Audio

Copyright © 1972, 2022, 2026 BHAKTIVEDANTA BOOK TRUST (E 5032). All rights reserved.
All content, books, digital media, website design, and software are owned by Bhaktivedanta Book Trust.