Back to Odia Books  Odia Books
ପୁନରାଗମନ-ପୁନର୍ଜନ୍ମର ବିଜ୍ଞାନ
Share

ପୁନରାଗମନ-ପୁନର୍ଜନ୍ମର ବିଜ୍ଞାନ ( Punarugamana-Punarjanmara Bigyan(Odia) )

Author: His Divine Grace A.C.Bhaktivedanta Swami Prabhupada

$0.45
Quantity Decrease Icon Quantity Increase Icon
Location Icon Check
Out of Stock

Summary

ସବୁଠାରୁ ବ୍ୟାପକ ଓ ସହଜରେ ବୁଝିହେଲାଭଳି ପୁନର୍ଜନ୍ମ: ସମ୍ବନ୍ଧୀୟ ଏଭଳି ବର୍ଣ୍ଣନା ଆଗରୁ କେବେ ହୋଇନାହିଁ ।
ଜୀବନ କେବେହେଲେ ଜନ୍ମ ହେଲେ ଆରମ୍ଭ ହୁଏ ନାହିଁ କିମ୍ବା ମୃତ୍ୟୁ ହେଲେ ଶେଷ ହୋଇଯାଏ ନାହିଁ । ପ୍ରକୃତରେ ଜୀବାତ୍ମା ଯେତେବେଳେ ତାର ବର୍ତ୍ତମାନର ଦେହ ତ୍ୟାଗ କରେ, ସେତେବେଳେ ପୁନଶ୍ଚ ନୂତନ ଶରୀର ଧାରଣ କରେ ଆମେ ଆମର ପରବର୍ତ୍ତୀ ପୁନର୍ଜନ୍ମ ପ୍ରକ୍ରିୟାକୁ ଅଟକାଇ ରଖୁପାରିବା କି ? ଏହି ପୁନରାଗମନ ପୁସ୍ତକଟି ଏହି ପ୍ରଶ୍ନଗୁଡ଼ିକର ଉତ୍ତର ଅତି ରହସ୍ୟଜନକ ଭାବେ ଦେଇପାରିବ । ଏହା ପରିଷ୍କାର ଭାବରେ ଓ ପୂର୍ଣ୍ଣଭାବରେ ଶାସ୍ତ୍ରୀୟ ସିଦ୍ଧାନ୍ତ ସହ ଉତ୍ତର ପ୍ରଦାନ କରେ ଯାହା ଅନାଦି କାଳରୁ ଅସରନ୍ତି ଜ୍ଞାନ ରୂପେ ପୃଥିବୀର ପ୍ରାମାଣିକ ଗ୍ରନ୍ଥ ଓ ଜ୍ଞାନର ଉତ୍ସରୁ ଆସିଅଛି । ଏହି ପୁସ୍ତକରୁ ତୁମେ ଶିକ୍ଷା କରିବ ବର୍ତ୍ତମାନକୁ କିପରି ନିୟନ୍ତ୍ରଣ କରିବ ଓ ଭବିଷ୍ୟତ କିପରି ଗଢ଼ିବ । ଏହା ନାଟକୀୟ ଭାବରେ ତୁମର ଜୀବନକୁ ପରିବର୍ତ୍ତନ କରିଦେବ ।


Product Details

  • No Of Pages: 144
  • Author: His Divine Grace A.C.Bhaktivedanta Swami Prabhupada
  • Language: Odia
  • ISBN Code: 978-93-84564-32-2
  • Product Size: 18 x 12 x 0.7 (cms)
  • Weight: 0.098 (Kgs)

Copyright © 1972, 2022, 2026 BHAKTIVEDANTA BOOK TRUST (E 5032). All rights reserved.
All content, books, digital media, website design, and software are owned by Bhaktivedanta Book Trust.